Jump to content

ବାରାସନ

ଉଇକିଅଭିଧାନ‌ରୁ

ବାରାସନ

ଉଚ୍ଚାରଣ

[ସମ୍ପାଦନା]

=== ଦେଶଜ - ବି—(ସଂସ୍କୃତ - ବି)

୧. (ବାର=ଜଳ+ଅସନ=ରହିବା ସ୍ଥାନ)—ଜଳପାତ୍ର —୧. Water pot.
୨. ଦ୍ୱାର— ପାଳ —୨. Gate-keeper.

ବାରାସନ ନଳ ପ୍ରାସ ନିଷେଧ ଅଧିପ— ଭଞ୍ଜ. ବୈଦେହୀଶବିଳାସ