Jump to content

ବାରାହୀ କନ୍ଦ

ଉଇକିଅଭିଧାନ‌ରୁ

ବାରାହୀ କନ୍ଦ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ହାତୀଖୋଜିଆ ଆଳୁ; ହାଣ୍ଡିଆ ଆଳୁ — ୧. A kind of yyam resembling the foot of an elephant Dioscorea Alata.

[ଦ୍ରଷ୍ଟବ୍ୟ —ଏହା ଲତାର ମୂଳ ଅଟେ ଓ ତିଅଣ, ସଜା ଓ ଭରତାରେ ବ୍ୟବହୃତ ହୁଏ ଏହାର ବର୍ଣ୍ଣ ଘୁଷୁରିର ଦେହପରି ଫକା କୃଷ୍ଣବର୍ଣ୍ଣ ଥିବାରୁ ଓ ଘୁଷିରି ଲୋମପରି ମୋଟା ଶିଆମାନ ଓ ଆଳୁର ଦେହରେ ଥିବାରୁ ଏହାର ଏହି ନାମ ହୋଇ— ଆଛି ଏଥିରେ ପତ୍ର ଓ ବୈଦ୍ୟକ ମତରେ ଏହା ମଧରରସ, ସ୍ନିଗ୍ଧ, ପୁଷ୍ଟିକର, ସ୍ତନ୍ୟଜନକ, ଶୁକ୍ର— ବର୍ଦ୍ଧକକ, ଶୀତବୀର୍ଯ୍ୟ, ସ୍ୱର— ବର୍ଧକ, ମୂତ୍ରକାରକ, ବଳକାରକ ଓଜୋବର୍ଧକ, ବର୍ଣ୍ଣପ୍ରସାଦ, ଗୁରୁ, ରସାୟନ ଏହା ପିତ୍ତ. ରକ୍ତ— ଦୋଷ ବାୟୁ ଓ ଦାହନାଶକ— ଦ୍ରବ୍ୟଗୁଣ]

୨. ବିଦାରୀ; ଭୂଇଁ କଖାରୁ; ଲତା— କନ୍ଦବିଶେଷ; କରବା ଆଳୁ; ବନ୍ୟ ଆଳୁ —୨. Ipomoea Digitata.

[ଦ୍ରଷ୍ଟବ୍ୟ —ଏହା ଦେଖିବାରୁ ଠିକ୍ ହାଣ୍ଡିଆ ଆଳୁପରି; କିନ୍ତୁ ଆକାଶରେ କା ଅପେକ୍ଷା ସରୁ ବୈଦ୍ୟଶାସ୍ତ୍ର ମତରେ ଏହାର ଗୁଣ ହାଣ୍ଡିଆ ଆଳୁପରି; ସ୍ୱର, ମୁତ୍ର, ବଳ, ବୀର୍ଯ୍ୟ, ସ୍ତନ୍ୟବର୍ଧ, ଗୁରୁପାକ ଏହା ରକ୍ତଦୋଷ, ବାୟୂଦୋଷ ଓ ଦାହ ନାଶକ—ଦ୍ରବ୍ୟଗୁଣ]