Jump to content

ବାରିଆ ବାଣ

ଉଇକିଅଭିଧାନ‌ରୁ

ବାରିଆ ବାଣ

ଉଚ୍ଚାରଣ

[ସମ୍ପାଦନା]
  • (file)

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -

[ସମ୍ପାଦନା]

ଢାଲ ସୁପାରି କୁହୁକରେ ବ୍ୟବହୃତ ଏକପ୍ରକାର ମନ୍ତ୍ର ପ୍ରୟୋଗ —An incantation used in the Ḍhālasupāri charm.

[ଦ୍ରଷ୍ଟବ୍ୟ —ମୁଠାଏ ବିରିକୁ ମନ୍ତୁରି ବିପକ୍ଷର ନାମ ଧରି ତା ଫଦ୍ଦେଶ୍ୟରେ ଫିଙ୍ଗି ଦିଆଯାଏ ଏବଂ ଏଥିର ଫଳରେ ଉଦ୍ଦିଷ୍ଟ ବିପକ୍ଷରେ ଉପରେ ବାଣବୃଷ୍ଟି ହେଲା ପରି ଶୂନ୍ୟରୁ ଆଘାତ ହୁଏ]