Jump to content

ବାରିକ୍

ଉଇକିଅଭିଧାନ‌ରୁ

ବାରିକ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆ)

[ସମ୍ପାଦନା]
୧. ସୂକ୍ଷ୍ମ; ଖୁବ୍ ପତଳା (ଲିଗା) — ୧. Very fine (cloth)
୨. ତାରିଫ୍; ଉତ୍କୃଷ୍ଟ (କାରୁକାର୍ଯ୍ୟ) —୨. Excellent (workmanship).
୩. ଅତି କ୍ଷୁଦ୍ର ଓ ସୁନ୍ଦର (ହସ୍ତାକ୍ଷର) — ୩. Very samll and fine (handwriting).
୪. (ଇଂ ବାର୍ରାକ୍) କାରଖାନାରେ କାମ କରୁଥିବା ମୁଲିଆ ମାନଙ୍କ ରହିବା ପାଇଁ ସେଠମାନଙ୍କ ନିର୍ମିତ ଗୃହପଂକ୍ତି — ୪. Rows of houses built for labourers by the owner of a factory or mill.