Jump to content

ବାରିକ୍ ମିସ୍ତ୍ରୀ

ଉଇକିଅଭିଧାନ‌ରୁ

ବାରିକ୍ ମିସ୍ତ୍ରୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ବାରିକ ମିସ୍ତରୀ—ଅନ୍ୟରୂପ)

ବୈଦେଶିକ - କବିଶେଷ୍ୟ - (ଇଂରାଜୀ - ବାରାକ୍=ସେନାନିବାସ+ମାଷ୍ଟର; ଏମାନେ ପ୍ରଥମେ ସରାକାରୀ ସେନାନିବାସ ପ୍ରସ୍ତୁତକରୁ— ଥିବାରୁ)

[ସମ୍ପାଦନା]
୧. ସୂକ୍ଷ୍ମ ଶିଳ୍ପରେ ନିପୁଣ ବ୍ୟକ୍ତି — ୧. An expert in arts; artist.
୨. ଇଞ୍ଜିନିୟର —୨. Engineer.
୩. ଗଭର୍ଣ୍ଣମେଣ୍ଟଙ୍କର ପୂର୍ତ୍ତବିଭାଗ —୩. The public Workes Department of Government; Engineering Department.

[ଦ୍ରଷ୍ଟବ୍ୟ —ଗଭର୍ଣ୍ଣମେଣ୍ଟଙ୍କ ପରିଚାଳିତ ସାଧାରଣ ହିତକର ନାଳ, ସଡ଼କ, ବନ୍ଧ, କୋଠା ଆଦିରେ ନିର୍ମାଣ ଓ ରକ୍ଷଣାଦିରେ ଭାର ଏହି ଇଲାକା ଉପରେ ନ୍ୟସ୍ତ ଥାଏ ଏହି ପବ୍ଲିକ୍ ଓର୍କସ୍ ଡିପାଟମେଣ୍ଟ୍ (Public Works depertment)ର ସାଙ୍କେତିକ ଡି. ପି. ଡବଲ୍ଇଉ (D, P. W,) ବା ପି ଡବଲ୍ଇଉ ଡି (P. W. D.) ଏଥିର ବଡ଼ ବଡ଼ କର୍ତ୍ତାଙ୍କୁ ଇଞ୍ଜିନିୟର୍ ବୋଲାଯାଏ]