ବାରିଜବନ୍ଧୁ
(ବାରିଜବାନ୍ଧବ; ବାରିଜମିତ୍ର—ଅନ୍ୟରୂପ)
ସୂର୍ଯ୍ୟ —The sun.
ବାରିଜବନ୍ଧୁ ଉଦେକୁ ଏଡ଼େ ବୀରପଣ—ଭଞ୍ଜ.ବୈଦେହିଶବିଳାସ