Jump to content

ବାରିଣୀ

ଉଇକିଅଭିଧାନ‌ରୁ

ବାରିଣୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବାରଣ)

[ସମ୍ପାଦନା]
୧. ବ୍ୟାଘ୍ର, ଭୂତ, ପ୍ରେତାଦି ଓ ଶତ୍ରୁଙ୍କ ଆକ୍ରମଣକୁ ପ୍ରତିହିତ କରିବାପାଇଁ ମନ୍ତ୍ରଦ୍ୱାରା ସ୍ଥାନକୁ ବା ଦେହକୁ କୀଳିବା; ବାରଣ କରିବା ମନ୍ତ୍ର ଯନ୍ତ୍ର —୧. Charms used as proof against attacks of tiger, serpent, mosquito ghosts, enemy etc.

ବାରଣୀ ଜାଣଇ ଯତି ବୋଲି ପୁଣି ହୋଇଲା ତାହାର ଚିତ୍ତେ ଭଞ୍ଜ. ବୈଦେହୀଶବିଳାସ

୨. (ସଂସ୍କୃତ - ବାରଣ)—ବାରଣ କରିବାର ଉପାୟ —୨. Means of preventing or counteracting.
୩. ବାରୁଣୀ; ସମୁଦ୍ର ବା ଗଙ୍ଗା ଆଦି ତୀର୍ଥ ଜଳରେ ସ୍ନାନ କରିବାର ଶୁଭ ଯୋଗ —୩. Auspicious time for bathing in sacred rivers or ocean.
୪. (ସଂସ୍କୃତ - ବାରମ) ପ୍ରତିବିଧାନ ବା ପ୍ରତିକାର ଉପାୟ — ୪. Remedy.
୫. ବାଡ଼ —୫. Hedge; partition wall.
୬. ବାଧା; ରୋଧ —୬. Obstruction; obstacle.