ବାରିତ୍ରା
=== ସଂସ୍କୃତ - ବିଶେଷ୍ୟ - (ବାରି+ତ୍ରୈ ଧାତୁ+କର୍ତ୍ତୃ. ଅ+ଆ; ଯାହା ଜଳରୁ ମନୁଷ୍ୟକୁ ରକ୍ଷା କରେ; ତୁଳ ଆତପତ୍ର; ତୁଳନାକର; ଇଂ ବାଟର୍ ଫ୍ରୁଫ୍ —Water proof)
ଛତା; ଆତପତ୍ର — Umbrella (Apte).