Jump to content

ବାରିପର୍ଣ୍ଣୀ

ଉଇକିଅଭିଧାନ‌ରୁ

ବାରିପର୍ଣ୍ଣୀ

ଉଚ୍ଚାରଣ

[ସମ୍ପାଦନା]

(ବାରିପୃଶ୍ନୀ, ବାରିମୂଳୀ, ପୃଶ୍ନୀପର୍ଣ୍ଣୀ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ବାରି+ପର୍ଣ୍ଣ+ର)

[ସମ୍ପାଦନା]

ଦଳ; ବୋରଝାଞ୍ଜି; କୁମ୍ଭିକା —The duck weed.