Jump to content

ବାରିଯନ୍ତ୍ର

ଉଇକିଅଭିଧାନ‌ରୁ

ବାରିଯନ୍ତ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଜଳଯନ୍ତ୍ର —୧. water-mill.
୨. ଜଳର ଉତ୍ସ ବା ଫୁଆରା —୨. Artificial fountain.

ବାରିଯନ୍ତ୍ର ପରି ଯହିଁ, ନିୟତ ଗଙ୍ଗାହିଁ ବହି— ଭଞ୍ଜ. ବୈଦେହୀବିଳାସ