Jump to content

ବାରିରାଶି

ଉଇକିଅଭିଧାନ‌ରୁ

ବାରିରାଶି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(୬ଷ୍ଠୀ ତତ୍; ବାରି+ରାଶି)

[ସମ୍ପାଦନା]
୧. ଜଳ ସମଷ୍ଟି — ୧. An; expanse of water.
୨. ସମୁଦ୍ର — ୨. The sea.