ବାରିଷ୍ଟର
ଦେଖଣା
ବାରିଷ୍ଟର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ବାରିଷ୍ଟର୍)
[ସମ୍ପାଦନା]ବିଲାତରୁ ଆଇନ୍ ପାଠ ହାସଲ କକରି ଏ ଦେଶକୁ ଆସି ଆଇନ୍ ବ୍ୟବସାୟ କରୁଥିବା ଉଚ୍ଚ ଶ୍ରେଣୀରେ ବ୍ୟବହାରାଜୀବ — Barrister.
[ଦ୍ରଷ୍ଟବ୍ୟ —ସାଧାରଣ ଲୋକ ବଡ଼ ଓ ପ୍ରସିଦ୍ଧ ଓକୀଲଙ୍କୁ ବାରିଷ୍ଟର ଆଖ୍ୟା ଦିଅନ୍ତି ଓଡ଼ିଶାରେ ସ୍ୱର୍ଗୀୟ ମିଷ୍ଟର୍ ଦାସଙ୍କ ମଧ୍ୟ ବାରିଷ୍ଟର ଆଖ୍ୟା ଏଥିରେ ଉଦାହରଣ ]