Jump to content

ବାରି ପେଞ୍ଚ

ଉଇକିଅଭିଧାନ‌ରୁ

ବାରି ପେଞ୍ଚ

ଉଚ୍ଚାରଣ

[ସମ୍ପାଦନା]
  • (file)

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -

[ସମ୍ପାଦନା]

ନିର୍ଦ୍ଦିଷ୍ଟ ଦିବସରେ ଖେଳା ଯାଉଥିବା ଏକପ୍ରକାର ଖେଳ —Games played on some fixed days.

[ଦ୍ରଷ୍ଟବ୍ୟ —ଏହି ଖେଳ ଖେଳିବା ଲାଗି ଲୋକେ ପ୍ରଚୁର ଖାଦ୍ୟୋପକରଣ ସଙ୍ଗରେ ନେଇ ଗୋଟିଏ ମେଲା ପଡ଼ିଆରେ ଉପସ୍ଥିତ ହୁଅନ୍ତି ଦିନଯାକ ସେମାନେ ଦଳ ବାନ୍ଧି ଗୁଡ଼ି ଉଡ଼ାନ୍ତି ଓ ପେଞ୍ଚ (କୁସ୍ତି) ଖେଳନ୍ତି ଏହା ଦେକିବା ପାଇଁ ଏନେକ ଦେଖଣାହାରୀ ମଧ୍ୟ ଉପସ୍ଥିତ ହୁଅନ୍ତି ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ଦିନରେ ଏହି ପେଞ୍ଚ ଖେଳା ଯାଉଥିବାରୁ ଏହାକକୁ 'ବାରିପେଞ୍ଚ' କହନ୍ତି ବର୍ତ୍ତମାନ ଏହି ପ୍ରଥା କ୍ରମେ ଲୋପ ପାଇବାକୁ ବସିଲାଣି]