Jump to content

ବାରି ପ୍ରବାହ

ଉଇକିଅଭିଧାନ‌ରୁ

ବାରି ପ୍ରବାହ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ବାରି+ପ୍ରବାହ)

[ସମ୍ପାଦନା]
୧. ଜଳ— ପ୍ରବାହ; ଜଳସ୍ରୋତଃ —୧. Water current.
୨. ଜଳପ୍ରପାତ —୨. Waterfall.
୩. ନିର୍ଝର; ଝରଣା —୩. Spring.