ବାରି ବୋଟ
ଦେଖଣା
ବାରି ବୋଟ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବି—(ସଂସ୍କୃତ - ବାର+ଇଂରାଜୀ - ବୋଟ)
[ସମ୍ପାଦନା]ଯେଉଁ ବୋଟ ବା ଡଙ୍ଗା ସପ୍ତାହର ନିର୍ଦ୍ଦିଷ୍ଟ ଓ ବିଜ୍ଞାପିତ ଦିନରେ ବା ଦିନମାନଙ୍କରେ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ କେନାଲରେ ବା ଜଳପଥକରେ ଯାତ୍ରୀ ଓ ମାଲମାନ ଭଡ଼ାରେ ନିଆଅଣା କରେ —A service boat carrying passengers and goods from one place to another on fixed week days.