Jump to content

ବାରି ଶାସ୍ତ୍ର

ଉଇକିଅଭିଧାନ‌ରୁ

ବାରି ଶାସ୍ତ୍ର

ଉଚ୍ଚାରଣ

[ସମ୍ପାଦନା]

କେଉଁ ସ୍ଥାନରେ କେଉଁ ସମୟରେ ଓ କେତେ ପରିମାଣରେ ବର୍ଷା ହେବ, ଏହା ଯେଉଁ ଫଳିତ ଜ୍ୟେତିଷଗ୍ରନ୍ଥରୁ ଗଣନା କରାଯାଇପାରେ (ହିନ୍ଦୀ - ଶ) —An astrological treatise with the help of which predictions about rainfall can be deduced.

[ଦ୍ରଷ୍ଟବ୍ୟ —ଏହା ଗର୍ଗ ମୁନିଙ୍କ ରଚିତ]