Jump to content

ବାରି ହେବା

ଉଇକିଅଭିଧାନ‌ରୁ

ବାରି ହେବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଜାଣି ହେବା; ବାରଣ ପଡ଼ିବା; ପ୍ରଭେଦ ଜଣାପଡ଼ିବା —To be discriminated; to be distinguished from.

ବାରିନୋହେ ଭିନ୍ନ ଯଥା ବଚିତର ବାରି ପୁନଃ ପୁନଃ ତରବାରିମାନ ପ୍ରହାର—ଭଞ୍ଜ. ବୈଦେହିଶବିଳାସ