ବାରୁଆରି
ଦେଖଣା
ବାରୁଆରି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବାରୁଆରି
|
ପ୍ରାଦେଶିକ - (ମେଦିନପୁର, ବାଲେଶ୍ୱର) ବିଶେଷ୍ୟ - (ସଂସ୍କୃତ - ବାର=ସମୂହ)
[ସମ୍ପାଦନା]- ୧. ଗ୍ରାମରେ ସାଧାରଣଙ୍କ ଚାନ୍ଦାଦ୍ୱାରା ହେବା ଯାତ୍ରା — ୧. Dancing and festivities set up by public subscription in the village.
- ୨. ଯାତ୍ରା —୨. Amusements and music.