ବାରୁଆଳି
ଦେଖଣା
ବାରୁଆଳି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. କଳହ; କଳି —୧. Quarrel.
- ୨. କଳି କଜିଆ; ବାଦାନିବାଦ —୨. Wrangling.
ବିଶେଷଣ - ପୁଲିଙ୍ଗ - ଓ ସ୍ତ୍ରୀ
[ସମ୍ପାଦନା]- ୧. ବିରୋଧୀ —୧. Antagonistic
- ୨. ଶକ୍ରୁତାପନ୍ନ —୨. Inimical.
- ୩. କଳିହୁଡ଼ୀ — ୩. Quarerlsome.
ପ୍ରାଦେଶିକ - (ଯାଜପୁର ଓ ବାଲେଶ୍ୱର) ବିଶେଷ୍ୟ - (ବଙ୍ଗଳାରୁ ଅନୁକୃତ)
[ସମ୍ପାଦନା]ବାରୁଆରୁ (ଦେଖ) - —Bāruāri (See)