ବାରୁଠ
ଦେଖଣା
ବାରୁଠ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବୃ ଧାତୁ ଣିଚ ବାରି ଧାତୁ+କର୍ମ. ଉଠ)
[ସମ୍ପାଦନା]- ୧. ଅନ୍ତଶଯ୍ୟା; ମୃତ୍ୟୁଶଯ୍ୟା (ହିନ୍ଦୀ - ଶ.) —୧. Death- bed.
- ୨. କୋକେଇ; ଯେଉଁ ଯାନରେ ଶବକୁ ସଂସ୍କାରାଥ ଶଶାନକୁ ନିଆଯାଏ (ହିନ୍ଦୀ - ଶ.) —୨. A stretcher or framework in which the dead body is carried to the cremation or burial ground.