Jump to content

ବାରୁଣ

ଉଇକିଅଭିଧାନ‌ରୁ

ବାରୁଣ

ଉଚ୍ଚାରଣ

[ସମ୍ପାଦନା]
(ବାରୁଣୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ବରୁଣ+ଅ)

[ସମ୍ପାଦନା]

ବରୁଣସମ୍ୱନ୍ଧୀୟ —Relating to the sea-God.

ବିଶେଷ୍ୟ -

[ସମ୍ପାଦନା]
୧. ବରୁଣ ଅଧୁକୃତ ଦିଗ; ପଶ୍ଚିମ ଦିଗ — ୧. The west.
୨. ଜଳ —୨. Water.
୩. ଜଳଦ୍ୱାରା ସ୍ନାନ —୩. Water-bath.
୪. ଶତଭିଷା ନକ୍ଷତ୍ର — ୪. The ୨୪th asterism.
୫. ହରିତାଳ (ହିନ୍ଦୀ - ଶ) — ୫. Yellow arsenic.
୬. ବରୁଣ ଗଛ (ହିନ୍ଦୀ - ଶ.)— (ଦେଖ) - —୬. Baruṇa tree (See)