Jump to content

ବାରୁଣି

ଉଇକିଅଭିଧାନ‌ରୁ

ବାରୁଣି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଂ. (ବରୁଣ+ଅପତ୍ୟାର୍ଥେ. ଇ)

[ସମ୍ପାଦନା]
୧. ଅଗସ୍ତ୍ୟ— ମୁନି —୧. Sage Agastya.
୨. ବଶିଷ୍ଠ (ହିନ୍ଦୀ - ଶ.) —୨. Sage Baṡishṭa
୩. ଦନ୍ତା ହାତୀ (ହିନ୍ଦୀ - ଶ.) — ୩. A tusker.
୪. ବରୁଣ ଗଛ (ହିନ୍ଦୀ - ଶ.) (ଦେଶ) — ୪. Baruṇa tree (See)