ବାରୁଦ
ବାରୁଦ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ବାରଦ, ବାର୍ଦ୍ଦ—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ତୁର୍କୀ, ବାରୁତ୍. ଫା ବାରୁଦ୍)
[ସମ୍ପାଦନା]ବିସ୍ଫୋଟକ ଚୂର୍ଣ୍ଣ; କୋଇଲା, ସୋରା ଓ ଗନ୍ଧକ ମିଶ୍ରିତତ ଚୂର୍ଣ୍ଣ;' ଦାରୁ ଅଗ୍ନିଚୂର୍ଣ୍ଣ —Gum power.
[ଦ୍ରଷ୍ଟବ୍ୟ —ପ୍ରତ୍ନତତ୍ତ୍ୱ ଗବେଶଣାଦ୍ୱାରା ଜଣା ଯାଇଅଛି ଯେ ବହୁକାଳ ପୂର୍ବେ ଚୀନ ଦେଶରେ ଓ ଭାରତରେ ବାରୁଦର ବ୍ୟବହାର ଥିଲା ଓ ଯୁଦ୍ଧରେ ଅଗ୍ନ୍ୟସ୍ତ୍ର (ବନ୍ଧୁକ, ତୋପ) ବ୍ୟବହୃତ ହେଉ ଥିଲା ଅଶୋକଙ୍କ ଶିଳାଲିପିରେ ଅଗ୍ନିଖଂଧ (ସଂସ୍କୃତ - ଅଗ୍ନିସ୍କନ୍ଧ) ଆତସ— ବାଜୀ ବା ବାଣ ପୋଡ଼ା ଅର୍ଥରେ ବ୍ୟବହୃତ ହୋଇଅଛି ବାରୁଦ ଓ ବନ୍ଧୁକର ପ୍ରଚାର ଇଉରୋପରେ ଖ୍ରୀଷ୍ଟୀୟ ଚତୁର୍ଦ୍ଦଶ ଶତାବ୍ଦୀରେ ଆରବ୍ ଦେଶବାସୀ ମୂର୍ମାନେ ପ୍ରଥମେ କରିଥିଲେ ଓ ଷୋଡ଼ଶ ଶତାବ୍ଦି ପର୍ଯ୍ୟନ୍ତ କେବଳ ବନ୍ଧୁକ ପାଇଁ ବାରୁଦର ବ୍ୟବହାର ଇଉରୋପରେ ହେଉଥିଲା ସାଧାରଣ ବାରୁଦରେ ଶତକଡ଼ା ୭୫: ଅଂଶ ସୋର, ୧ ଅଂଶ ଗନ୍ଧକ ଓ ୧୫: ଅଂଶ କୋଇଲା ଚୂନା ପଡ଼େ ଏହି ଉପକରଣମନାଙ୍କ ଭାଗମାପକୁ କମ୍ ବେଶି କରି, ଲୁହା ଚୂନା. ତମ୍ୱା ଚୂନାତ ଆଦି ମିଶାଇ ନାନାପ୍ରକାର ଆଲୋକ ଓ ସ୍ଫୁଲିଙ୍ଗ ଉତ୍ପାଦନ ବାଣ ତିଆରି କରାଯାଏ ହିନ୍ଦୀ - ଶ.]