Jump to content

ବାରୁଦଖାନା

ଉଇକିଅଭିଧାନ‌ରୁ

ବାରୁଦଖାନା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ବାରୁଦ ଘର—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ -(ଫାରାସୀ - ବାରୁଦ୍+ଖାନାହ୍)

[ସମ୍ପାଦନା]
୧. ଯେଉଁ ଘରେ ବାରୁଦ ଓ ବାଣ ତିଆରି ହୁଏ —୧. Gunpowder factory.
୨. ବାରୁଦ ସଞ୍ଚୟ କରି ରଖିବା ଘର —୨. Gunpowder store; gunpowder magazine.