Jump to content

ବାରେ

ଉଇକିଅଭିଧାନ‌ରୁ

ବାରେ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ବାରେକ—ଅନ୍ୟରୂପ)

ଦେଶଜ - କ୍ରି. ବିଶେଷଣ -

[ସମ୍ପାଦନା]

ଥରେ; ଏକବାର — Once.

ଶ୍ରୀପଦ ଦର୍ଶନ ଏହି ବନେ ପୁଣି ବାରେ ସେ ପାଇବ କିନା ନନ୍ଦକିଶୋର. ଶର୍ମିଷ୍ଠା