Jump to content

ବାରେନ୍ଦ୍ର

ଉଇକିଅଭିଧାନ‌ରୁ

ବାରେନ୍ଦ୍ର

ଉଚ୍ଚାରଣ

[ସମ୍ପାଦନା]
(ବାରେନ୍ଦ୍ରୀ—ସ୍ତ୍ରୀଲିଙ୍ଗ) 

ସଂସ୍କୃତ - ବିଶେଷ୍ୟ -(ବରେନ୍ଦ୍ର+ଅ)

[ସମ୍ପାଦନା]
୧. ଆଧୁନିକ ରାଜସାହୀ ବିଭାଗ; ଗୌଡ଼ ଦେଶରେ ଏକ ପ୍ରାଚୀନ ଜନପଦ — ୧. The Division of Rajsahi.
୨. ବରେନ୍ଦ୍ର ଦେଶର ଅଧିବାସୀ —୨. Inhabitant of the country Barendra.
୩. ବରେନ୍ଦ୍ର ଶ୍ରେଣୀୟ ବ୍ରାହ୍ମଣ —୩. Brahmins of the Barendra class.