Jump to content

ବାର୍କ୍ଷ

ଉଇକିଅଭିଧାନ‌ରୁ

ବାର୍କ୍ଷ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ -(ବୃକ୍ଷ+ଅ)

[ସମ୍ପାଦନା]

ବୃକ୍ଷ ସମ୍ୱନ୍ଧୀୟ — Relating to a tree.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଗଛର ଛାଲରେ ନିର୍ମିତ ବସ୍ତ୍ର (ହିନ୍ଦୀ - ଶ.) —Cloth made from the bark of a tree.