Jump to content

ବାର୍କ୍ଷୀ

ଉଇକିଅଭିଧାନ‌ରୁ

ବାର୍କ୍ଷୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନାମ)

[ସମ୍ପାଦନା]

(ବାର୍କ୍ଷ+ଈ) ପ୍ରମ୍ଳୋଚା ନାମ୍ନୀ ଅପ୍ସରାର କନ୍ୟା, ପ୍ରଚେତାଗଣଙ୍କ ପତ୍ନୀ ଓ ଦକ୍ଷ ପ୍ରଜାପତିଙ୍କ ମାତା; ମାରିଷା —Name of the mother of daksha Prjāpati.

[ଦ୍ରଷ୍ଟବ୍ୟ —ପ୍ରମ୍ଳୋଚା ଅପ୍ସରାର ଦେହରୁ ବାହାରି ଥିବା ସ୍ୱେଦ ଗୋଟିଏ ବୃକ୍ଷରେ ପଡ଼ିବାରୁ ତହିଁରୁ ଏକନ୍ୟାର ଉତ୍ପତ୍ତି ହୋଇଥିଲା ହିନ୍ଦୀ - ଶବ୍ଦସାଗର]