ବାର୍ଣ୍ଣିସ୍
[ବାର୍ନିସ—ଅନ୍ୟରୂପ]
କାଷ୍ଠାଦି ଚକ୍ଚକ୍ କରାଯିବା ପ୍ରଲେପ— ବିଶେଷ —Varnish.
ବାର୍ଣ୍ଣିସ୍ ବୋଳାଯାଇଥିବା —Varnished.