ବାର୍ତ୍ତାବହ
ଦେଖଣା
ବାର୍ତ୍ତାବହ
ଉଚ୍ଚାରଣ
[ସମ୍ପାଦନା](ବାର୍ତ୍ତାବହା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ—(ବାର୍ତ୍ତା+ବହ୍. ଧାତୁ+କର୍ତ୍ତ. ଅ)
[ସମ୍ପାଦନା]ସମ୍ୱାଦବାଦକ —Carrying message.
ବିଶେଷ୍ୟ -
[ସମ୍ପାଦନା]- ୧. ଦୂତ —୧. Messenger.
- ୨. ଚର —୨. Spy.
- ୩. ଆୟବ୍ୟୟ ବିଷୟ ପ୍ରଦର୍ଶକ ନୀତିଶାସ୍ତ୍ର —୩. Political economy.
- ୪. (ଆଧୁନିକ ବ୍ୟବହାର) ସଂବାଦବାହକ ଯନ୍ତ୍ର —୪. Telegrapha telephone.
(ବୈଦ୍ୟୁତ ବା ତାଡ଼ିତ ବାର୍ତ୍ତା ବହ = ଇଲେକ୍ଟ୍ରିକ ଟେଲିଗ୍ରାଫ)