Jump to content

ବାର୍ତ୍ତାୟନ

ଉଇକିଅଭିଧାନ‌ରୁ

ବାର୍ତ୍ତାୟନ

ଉଚ୍ଚାରଣ

[ସମ୍ପାଦନା]
(ବାର୍ତ୍ତାୟନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଂ—(ବହୁବ୍ରୀହ; ବାର୍ତ୍ତା+ଅୟନ)

[ସମ୍ପାଦନା]
୧. ସମ୍ୱାଦ ବାହକ; ଦୁତ —୧. Messenger.
୨. ଚର; ଗୂଢ଼ ପୁରୁଷ —୨. Spy.
୩. ସମ୍ୱାଦଦାତା — ୩. Correspondent.