Jump to content

ବାର୍ତ୍ତିକ

ଉଇକିଅଭିଧାନ‌ରୁ

ବାର୍ତ୍ତିକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣ—(ବାର୍ତ୍ତା+ଇକ)

[ସମ୍ପାଦନା]

ବାର୍ତ୍ତାସମ୍ୱନ୍ଧାୟ — Relating to message.

୨. (ବୃତ୍ତ+ଇତ)
ବୃତ୍ତି ସମ୍ୱନ୍ଧୀୟ —୨. Relating to livelihood.

ବିଶେଷ୍ୟ -

[ସମ୍ପାଦନା]
୧. ବ୍ୟାଖ୍ୟା ଗ୍ରନ୍ଥ; ଟୀକା —୧. Commentary.
୩. ବର୍ତ୍ତକ ପକ୍ଷୀ; ବତର ଚଢ଼େଇ — ୩. The grey quail.