Jump to content

ବାର୍ଦ୍ଧିଜା

ଉଇକିଅଭିଧାନ‌ରୁ

ବାର୍ଦ୍ଧିଜା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବାର୍ଦ୍ଧି+ଜନଧାତୁ+କର୍ତ୍ତୃ. ଅ+ଆ)

[ସମ୍ପାଦନା]

ଲକ୍ଷ୍ମୀ — Lakshmī.

ବୋଲିଛିମଧ୍ୟ ଷକାର ଭେଦେ ମହୀଶ ଆପଣ ବାର୍ଦ୍ଧିଜା ଦୁର୍ଗା ଲୋଭେ ଯାହା ହୋଇଲେ ତାହା କି ଜାଣ— ଭଞ୍ଜ. ବୈଦେହୀଶବିଳାସ