Jump to content

ବାର୍ଦ୍ଧୁଷି

ଉଇକିଅଭିଧାନ‌ରୁ

ବାର୍ଦ୍ଧୁଷି

ଉଚ୍ଚାରଣ

[ସମ୍ପାଦନା]

(ବାର୍ଦ୍ଧୁଷିକ—ଅନ୍ୟରୂପ)

(ବାର୍ଦ୍ଧୁଷିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ.—(ବୃଦ୍ଧି=ସୁଧ+ଉପଜୀବୀ ଅର୍ଥରେ. ଇ; ଈ; ନିପାତନ)

[ସମ୍ପାଦନା]

ବୃଦ୍ଧିଜୀବୀ —Living on usury.

ଏ ଦଳ କରନ୍ତି ବୃଦ୍ଧି ବାର୍ଦ୍ଧୁଷିକେ ରାଧାନାଥ—ମହାଯାତ୍ରା