Jump to content

ବାର୍ଦ୍ଧ୍ରୀଣସ

ଉଇକିଅଭିଧାନ‌ରୁ

ବାର୍ଦ୍ଧ୍ରୀଣସ

ଉଚ୍ଚାରଣ

[ସମ୍ପାଦନା]

(ବାଧ୍ରୀଣସ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ବାର୍ଦ୍ଧ୍ରୀ=ଚର୍ମ ରଜ୍ଜୁ+ନସ=ନାସିକା)

[ସମ୍ପାଦନା]
୧. ଗଣ୍ଡା (ପଶୁ) —୧. Rhinoceros.
୨. ଲମ୍ୱ କର୍ଣ୍ଣ ବିଶିଷ୍ଟ ଶ୍ୱେତ ବର୍ଣ୍ଣ ବୃଦ୍ଧ ଛାଗ —୨. Long-eared and white old goat.

[ଦ୍ରଷ୍ଟବ୍ୟ —ପାଣିରେ ମୁହଁ ଲଗାଇ ପାଣି ପିଇବା ବେଳେ ଏ ଜାତୀୟ ଛେଳିର କାନର ଅଗ ପାଣିକୁ ସ୍ପର୍ଶ କରେ]

୩. ଏକ ପ୍ରକାର ପକ୍ଷୀ —୩. A kind of bird.

[ଦ୍ରଷ୍ଟବ୍ୟ —ଏହାର ମୁଣ୍ଡ ନାଲି ଗଳା ନୀଳ ଓ ଶରୀରର ଅନ୍ୟ ଅଂଶ କଳା ପ୍ରାଚୀନ କାଳରେ ବିଷ୍ଣୁଙ୍କ ଉଦ୍ଦେଶ୍ୟରେ ଏ ପକ୍ଷୀକୁ ବଳି ଦିଆ ଯାଉଥିଲା—ହିନ୍ଦୀ - ଶ]

୪. ଯେଉଁ ପଶୁର ନାକ ଫୋଡ଼ା ହୋଇ ଫୋଡ଼ରେ ଦଉଡ଼ି ଗଳାଯାଇଥାଏ —An animal through whose nose is bored and a rope is passed.