Jump to content

ବାର୍ଯ୍ୟ

ଉଇକିଅଭିଧାନ‌ରୁ

ବାର୍ଯ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବାରି ଧାତୁ+କର୍ମ. ଯ)

[ସମ୍ପାଦନା]
୧. ବାରଣୀୟ —୧. Preventible.
୨. ନିଷେଧ ଯୋଗ୍ୟ —୨. Which should be forbidden.
୩. (ବାରି+ଯ) ବାରି ବା ଜଳ ସମ୍ୱନ୍ଧୀୟ — ୩. Relating to water.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ବର; ଦେବତାଦିଙ୍କ ପ୍ରଦତ୍ତ ଅନୁଗ୍ରହ ବା ଆଶୀର୍ବାଦ —୧. Boon; blessing (Apte).
୨. (ବହୁବଚନ) ସମ୍ପତ୍ତି —୨. (plural) Possessions; riches (Apte).