Jump to content

ବାର୍ଲାଇବ୍ରେରୀ

ଉଇକିଅଭିଧାନ‌ରୁ

ବାର୍ଲାଇବ୍ରେରୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

[ବାରଲାଇବି(ବେ) ରୀ—ଅନ୍ୟରୂପ]

ବୈଦେଶିକ - ବିଶେଷଣ - (ଇଂରାଜୀ - ବାର୍ ଲାଇବ୍ରେରୀ)

[ସମ୍ପାଦନା]

ଅଦାଲତ ସଂଲଗ୍ନ ଓକିଲମାନଙ୍କ ବଇଠକ୍ଖାନା; ଓକୀଲଖାନା —Bar library.

[ଦ୍ରଷ୍ଟବ୍ୟ —ଏ ସ୍ଥାନରେ ଓକିଲମାନଙ୍କର କଚେରିରୁ ଫୁର୍ସତ ମିଳିବା ସମୟରେ ସେମାନେ ବସନ୍ତି ଓ ଏଠାରେ ଆବଶ୍ୟକ ଆଇନ ପୁସ୍ତକାଦି ସଂଗୃହୀତ ହୋଇ ରହିଥାଏ; ଏଥିଯୋଗୁଁ ଏଥିର ନାମ ଲାଇବ୍ରେରୀ ବା ପୁସ୍ତକାଗାର]