Jump to content

ବାର୍ଷିକୀ

ଉଇକିଅଭିଧାନ‌ରୁ

ବାର୍ଷିକୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ବର୍ଷା+ଇକ+ସ୍ତ୍ରୀ. ଈ)

[ସମ୍ପାଦନା]

ମୁଗୁରା ମଲ୍ଲୀ — A kind of Jasmine; Jasminum Sembac.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ବର୍ଷ କର୍ତ୍ତବ୍ୟ (ପୂଜାଦି); ଯାହା ବର୍ଷର ନିର୍ଦ୍ଦିଷ୍ଟ ସମୟରେ ଥରେ କରାଯାଏ (ଯଥା—ଦେବୀଙ୍କର ବାର୍ଷିକୀ ଶାରଦୀୟ ପୂଜା) —Done at a fixed time once in the year.