Jump to content

ବାର୍ଷ୍ଣେୟ

ଉଇକିଅଭିଧାନ‌ରୁ

ବାର୍ଷ୍ଣେୟ

ଉଚ୍ଚାରଣ

[ସମ୍ପାଦନା]
(ବାର୍ଷ୍ଣେୟୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବୃଷ୍ଣି+ଅପତ୍ୟାର୍ଥେ. ଏୟ)

[ସମ୍ପାଦନା]

ବୃଷ୍ଣିବଂଶ— ସଂଭୂତ; ଯଦୁବଂଶୀୟ —Descended from the Jadu dynasty.

ବିଶେଷ୍ୟ -

[ସମ୍ପାଦନା]
୧. (ନାମ) ନଳରାଜାଙ୍କ ସାରଥି —୧. The name of the car-driver of king Naḻ
୨. ଶ୍ରୀକୃଷ୍ଣ — Ṡrikṛushṇa.