ବାର୍ହସ୍ପତ୍ୟ
ଦେଖଣା
ବାର୍ହସ୍ପତ୍ୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ବୃହସ୍ପତି+ଯ)
[ସମ୍ପାଦନା]ବୃହସ୍ପତିସମ୍ୱନ୍ଧୀୟ — Relating to Bṛuhaspati.
ବିଶେଷ୍ୟ -
[ସମ୍ପାଦନା]- ୧. ବୃହସ୍ପତି ପ୍ରଣୀତ ନୀତିଶାସ୍ତ୍ର —୧. Moral philosophy compiled by sage Bṛuhaspati.
- ୨. ଚାର୍ବାକ ମୁନି — ୨. Sage Chārbāka.
- ୩. ବୌଦ୍ଧ— ଦର୍ଶନ ବା ନୀତିଶାସ୍ତ୍ର —୩. The Buddist philosophy or ethics.