Jump to content

ବାର୍ କଷ୍

ଉଇକିଅଭିଧାନ‌ରୁ

ବାର୍ କଷ୍

ଉଚ୍ଚାରଣ

[ସମ୍ପାଦନା]

(ବାହାର କଷ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫା)

[ସମ୍ପାଦନା]
୧. ଘୋଡ଼ାର ଜିନ୍କୁ ଘୋଡ଼ା ପିଠିରେ ଦୃଢ଼ସଂଲଗ୍ନ କରି ରଖିବା ପାଇଁ ଯେଉଁ ପେଟୀ ବା ପିତା କସି କରି ବାନ୍ଧିବାକୁ ହୁଏ — ୧. The tape used to (fasten firmly) the saddle to the back of a horse.
୨. କାଠର ଉଚ୍ଚ ଫନ୍ଦ ଥିବା ଡ଼ାଲା —୨. A wooden tray with high walls.
୩. ବାର୍କାସ୍ (ଦେଖ) - —୩. Bār-kās (See).