ବାର୍ କାସ୍
ଦେଖଣା
ବାର୍ କାସ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ବାର୍ରକ୍ସ୍—ବ୍ରହ୍ମଦେଶବାସୀ ଓଡ଼ିଆଙ୍କ ବ୍ୟବହୃତ)
[ସମ୍ପାଦନା]- ୧. କୁଲୀମାନଙ୍କର ରହିବାପାଇଁ କଳ କାରକାନାର ମାଲିକମାନେ ତୋଳାଯାଇଥିବା ସାହାଲା ଘର — ୧. Barracks; the lines of houses built by capitalists for accomodating the workmen of a factory or mill.
- ୨. ସୈନ୍ୟମାନଙ୍କ ରହିବାପାଇଁ ନିର୍ମିତ ଗୃହଶ୍ରେଣୀ — ୨ . Barracks.