ବାରୟିତା
(ବାରୟିତ୍ରୀ—ସ୍ତ୍ରୀ)
=== ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବୃ ଧାତୁ ଣିଚ୍; ବାରି ଧାତୁ+କର୍ତ୍ତୃ; ତୃ; ବାରୟିତୃ, ୧ମା. ୧ବ.)
ବାରଣାରୀ; ନିଷେଧକାରୀ; ନିବାରକ —Forbidding.
ପତି —Hasband.