Jump to content

ବାର ଅନା

ଉଇକିଅଭିଧାନ‌ରୁ

ବାର ଅନା

ଉଚ୍ଚାରଣ

[ସମ୍ପାଦନା]

(ବାରଅନା କରି—ଅନ୍ୟରୂପ)

ଗ୍ରାମ୍ୟ - ଅ

[ସମ୍ପାଦନା]

ଅନେକ ପ୍ରକାରେ; ବହୁତ ରୂପେ — very much; in various ways.

ଗେଲୁହୀ ମଧ୍ୟ ତାକୁ ବାର ଅନା କରି ଗାଳି ଦେଲା କୁନ୍ତଳାକୁମାରୀ ନଅ ତୁଣ୍ଡୀ