Jump to content

ବାର କଥା

ଉଇକିଅଭିଧାନ‌ରୁ

ବାର କଥା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବି(୧୨: ସଂଖ୍ୟାର ବହୁବଚନସୂଚକ ପ୍ରୟୋଗ)

[ସମ୍ପାଦନା]

ନାନା କଥା ବା ବିଷୟ; ବହୁ ବିଷୟ — Many matters.

(ଯଥା—ବାର ମିଣିପରେ ବାର କଥା; ବାର ମାଇପରେ ବାର କଥା)