ବାର ଖଡ଼ି
ଦେଖଣା
ବାର ଖଡ଼ି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବାର ଖଡ଼ି
|
ସଂସ୍କୃତ - ବିଶେଷ୍ୟ - (ସଂସ୍କୃତ - ଦ୍ୱାଦଶ; ପ୍ରା. ବାର+ସଂସ୍କୃତ - ଖଟ୍ଟୀ; ପ୍ରା ଖଡ଼୍ଡୀ; କିମ୍ୱା+ସଂସ୍କୃତ - ଅକ୍ଷରୀ)
[ସମ୍ପାଦନା]ବର୍ଣ୍ଣ ଶିକ୍ଷା କରୁଥିବା ପିଲାଙ୍କର ବ୍ୟଞ୍ଜନ ବର୍ଣ୍ଣରେ ଯୁକ୍ତ ହେବା ସ୍ୱରବର୍ଣ୍ଣର ମାତ୍ରାମାନଙ୍କ ଶିକ୍ଷା —The stage shen childeren learn to add the signs. of vowels to consobnants.
[ଦ୍ରଷ୍ଟବ୍ୟ —ପିଲାମାନେ ବ୍ୟଞ୍ଜନ ବର୍ଣ୍ଣ ସଙ୍ଗେ ସ୍ୱର ବର୍ଣ୍ଣ ଓ ଅନୁସାରେ, ବିସର୍ଗର ଚିହ୍ନ ଯୋଗ କରିବାକୁ ଶିକ୍ଷା କରିବା ରୀତିକୁ ବାର ଖଡ଼ି ବୋଲାଯାଏ ଓ ବ୍ୟଞ୍ଜନ ବର୍ଣ୍ଣରେ ବ୍ୟଞ୍ଜନ ବର୍ଣ୍ଣ ଯୁକ୍ତ କରିବାକୁ ଶିକ୍ଷା କରିବା ରୀତିକୁ ସତର ଫଳା ବୋଲାଯାଏ କିନ୍ତୁ ବାର ଖଡ଼ିର ସଂଖ୍ୟା ପ୍ରକୃତରେ ୧୨: ନୁହେଁ ବା ସତର ଫଳାର ସଂଖ୍ୟା ୧୭: ନୁହେଁ]