ବାର ଗଣ୍ଡା ଦି କଡ଼ା
ଦେଖଣା
ବାର ଗଣ୍ଡା ଦି କଡ଼ା
ଉଚ୍ଚାରଣ
[ସମ୍ପାଦନା]ର ଅଣ୍ଡା ଦିକଡ଼ା, ବାରଣ୍ଡା ଦିକଡ଼ା, ବାରେଣ୍ଡା ଦିକଡ଼ାଅନ୍ୟରୂପ
ଦେଶଜ - ବିଶେଷ୍ୟ - (ଲକ୍ଷଣାର୍ଥ)
[ସମ୍ପାଦନା]ଅତ୍ୟନ୍ତ ଅଭାବଗ୍ରସ୍ତ ବା ଦୁର୍ଦ୍ଦଶାଗ୍ରସ୍ତ ଅବସ୍ଥା — Straits; distressed condition; miserable state.
[ଦ୍ରଷ୍ଟବ୍ୟ —ବାରମୁଣ୍ଡା ଦିକଡ଼ା=୫ କଡ଼ା (କଉଡ଼ି), କିନ୍ତୁ ଏହା ମନୁଷ୍ୟର ଦୁର୍ଦ୍ଦଶାଗ୍ରସ୍ତ ଅବସ୍ଥା ଅର୍ଥରେ ବ୍ୟବହୃତ ହୁଏ; ଯଥା— ନଈବଢ଼ି ଯୋଗୁଁ ମୋ ଅବସ୍ଥା 'ବାରଗଣ୍ଡା ଦି କଡ଼ା' ହୋଇଛି]
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଅତ୍ୟଧିକ —୧. Excesseive.
- ୨. ଅତି ଦୁଃଖମୟ —୨. very miserable.