Jump to content

ବାର ଗାଣ୍ଡିଆ ଚଢ଼େଇ

ଉଇକିଅଭିଧାନ‌ରୁ

ବାର ଗାଣ୍ଡିଆ ଚଢ଼େଇ

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]

ଘରଚଟିଆ ଠାରୁ ଛୋଟ ଏକପ୍ରକାର ଚଢ଼େଇ — Wren; babbler.

[ଦ୍ରଷ୍ଟବ୍ୟ —ଏମାନଙ୍କର ଲାଞ୍ଜ ନାଲି ମିଶା କଳା ଓ ପିଠି ପଟେ ଟେକି ହୋଇ ଥାଏ ଏମାନେ ମଧୁର ସ୍ୱର କରନ୍ତି; ବସିବା ବେଳେ ଲାଞ୍ଜ ହଲାଉଥାନ୍ତି]