ବାର ଗୋଡ଼ିଆ
ଦେଖଣା
ବାର ଗୋଡ଼ିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବାର ଗୋଡ଼ିଆ
|
ଦେଶଜ - ବିଶେଷଣ -
[ସମ୍ପାଦନା]ଯେଉଁ ନାହାରେ ବାର ଗୋଟି କନ୍ଦି ବା ବଖରା ଥାଏ —A country-boat having ୧୨ compartments.
ତାର ନିଜର କୋଡ଼ିଏ ସରିକି ବାରଗୋଡ଼ିଆ କୁଶୀଳୀ ଚକଚକିଆ ଫକୀରମୋହନ ଗଳ୍ପସ୍ୱଳ୍ପ
[ଦ୍ରଷ୍ଟବ୍ୟ —ଏହିପରି ପାଞ୍ଚ ଗୋଡୢଆରବୀ - ସାତଗୋଡ଼ିଆ , ଦଶଗୋଡ଼ିଆ, ପନ୍ଦର ଗୋଡ଼ିଆ ଶବ୍ଦ ନାହା ସମ୍ୱନ୍ଧେ ବ୍ୟବହୃତ ହୁଏ]