ବାର ଚାଉଳିଆ
ଦେଖଣା
ବାର ଚାଉଳିଆ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଯେଉଁ ବ୍ୟକ୍ତି କୌଣସି କାର୍ଯ୍ୟପାଇ ଗୋଟିଏ ନିର୍ଦ୍ଧିଷ୍ଟ ପନ୍ଥା ନ ଧରି ନାନା ପନ୍ଥା ଧରେ — ୧. Pursing various ways for attaining one's object.
- ୨. ଅସ୍ଥିର; ଅନ୍ଶ୍ଚିତ —୨. Uncoherent; not fixed.
- ୩. ଅସଂବଦ୍ଧ —୩. In- coherent; incongruous.
- ୪. ବହୁ ପ୍ରକାରର — ୪ Multifarious.
- ୫. ଅସ୍ଥିର ପ୍ରକୃତିକ; ଅବ୍ୟବ— ସ୍ଥିତ —୫. Fickle-minded.